ଦୌହିତ୍ରିକ
ଦେଖଣା
ଦୌହିତ୍ରିକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଦୌହିତ୍ର+ଇକ)
[ସମ୍ପାଦନା]- ୧. ଯେଉଁ ସମ୍ପତ୍ତିକୁ ମୃତ ବ୍ୟକ୍ତିର ଦୌହିତ୍ର ଭୋଗ କରେ — ୧. (property) Inherited by a daughter's son.
- ୨. (ଦୁହିତୃ+ଇକ) ଯେଉଁ ସମ୍ପତ୍ତିକୁ ଅପୁତ୍ରକ ବ୍ୟକ୍ତିର କନ୍ୟା ଉତ୍ତରାଧିକାରିଣୀ ରୂପେ ପାଏ — ୨. (property) Inherited by the daughter of a sonless deceased.
- ୩. ଦୌହିତ୍ର ସମ୍ୱନ୍ଧୀୟ — ୩. Relating to the daughter's son.