Jump to content

ଦ୍ରଢ଼ିମା

ଉଇକିଅଭିଧାନ‌ରୁ

ଦ୍ରଢ଼ିମା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦୃଢ+ଭାବ. ଇମନ୍; ୧ମା. ୧ବ.)

[ସମ୍ପାଦନା]
୧. ଦୃଢ଼ତା; କାଠିନ୍ୟ —୧. Hardness; firmness.
୨. ସ୍ଥିରତା —୨. Steadiness; fixity.