Jump to content

ଦ୍ରବତ୍ୱ

ଉଇକିଅଭିଧାନ‌ରୁ

ଦ୍ରବତ୍ୱ

ଉଚ୍ଚାରଣ

[ସମ୍ପାଦନା]

(ଦ୍ରବତା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଦ୍ରବ+ତ୍ୱ)

[ସମ୍ପାଦନା]
୧. ତାରଲ୍ୟ; ତରଳତା — ୧. Dissolution; fluidity.
୨. ତରଳିବା —୨. Act of melting.
୩. କୋମଳତା —୩. Softening.
୪. ଜଳରେ ମିଳାଇ ଯିବା ଅବସ୍ଥା — ୪. Solubility; solution.