ଦ୍ରବିବା
ଦେଖଣା
ଦ୍ରବିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂସ୍କୃତ - ଦ୍ରୂ ଧାତୁ)
[ସମ୍ପାଦନା]- ୧. ଗଳିତ ହେବା; ତରଳିବା — ୧. To melt.
ସ୍ନେହେ ଦ୍ରବି ବହିଗଲା ବାରିଦେରେ କବୁସୂର୍ଯ୍ୟ. ସଙ୍ଗୀତ
- ୨. ମିଳାଇ ଯିବା —୨. To be dissolved.
- ୩. ନରମ ହେବା —୩. To be softened.
- ୪. (ଲକ୍ଷଣାର୍ଥ) ଦୟାର୍ଦ୍ରହେବା —୪. To melt with pity.
କରୁଣା ଉପୁଜିଣ ଦ୍ରବିବ ମନ ରାଥାନାଥ. ମେଘଦୂତ