Jump to content

ଦ୍ରବୀକୃତ

ଉଇକିଅଭିଧାନ‌ରୁ

ଦ୍ରବୀକୃତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦ୍ରବ+ଅଦ୍ଭୁତ ତଦ୍ଭାବେ କ୍ୱି+କୃତ)

[ସମ୍ପାଦନା]
୧. ତରଳା ଯାଇଥିବା —୧. Liquefied; melted.
୨. ସମ୍ପୂର୍ଣ୍ଣରୂପେ ମିଳାଇ ଯାଇଥିବା —୨. Dissolved.