Jump to content

ଦ୍ରବୀଭୂତ

ଉଇକିଅଭିଧାନ‌ରୁ

ଦ୍ରବୀଭୂତ

ଉଚ୍ଚାରଣ

[ସମ୍ପାଦନା]
(ଦ୍ରବୀଭୂତା—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷଣ - (ଦ୍ରବ+ଅଦ୍ଭୂତ ତଦ୍ଭାବେ ଚ୍ୱି+ଦ୍ଭୁତ)

[ସମ୍ପାଦନା]
୧. ତରଳିତ —୧. Melted; molten.
୨. ନରମ କରାଯାଇଥିବା —୨. Softened.
୩. ଅନୁତପ୍ତ —୩. Grieved; repenting.
୪. ମିଳାଇ ଯାଇଥିବା —୪. Dissolved.
୫. ପାଣିରେ ପରିଣତ ହୋଇଥିବା —୫. Liquefied.