Jump to content

ଦ୍ରବ୍ୟ

ଉଇକିଅଭିଧାନ‌ରୁ

ଦ୍ରବ୍ୟ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷଣ - (ଦ୍ରୁ=ବୃକ୍ଷ+ଯ)

[ସମ୍ପାଦନା]

ବୃକ୍ଷସମ୍ୱନ୍ଧୀୟ — Pertaining to a tree or plant.

ବିଶେଷ୍ୟ - (ଦ୍ରୁ ଧାତୁ=ବୁଦ୍ଧି ପାଇବା+କର୍ତ୍ତୃ. ଯ)

[ସମ୍ପାଦନା]
୧. ବସ୍ତୁ; ପଦାର୍ଥ —୧. Thing; article; object; substance.
୨. ଧନ —୨. Riches; wealth; property.

ଯେଉଁ ଲୋକେ ଦ୍ରବ୍ୟକୁ ନ କରନ୍ତି ଇଚ୍ଛା—କୃଷ୍ଣସିଂହ ମହାଭାରତ. ବନ

୩. ଔଷଧ —୩. Medicine; drug.
୪. ଚିତ୍ତ —୪. Heart; inclination.
୫. ମଦ୍ୟ —୫. Wine.
୬. ସାମଗ୍ରୀ; ଉପକରଣ —୬. Materials.
୭. ପିତ୍ତଳ —୭. Brass.
୮. (ନ୍ୟାୟ ଶାସ୍ତ୍ର) କ୍ଷିତି, ଅପ୍, ତେଜଃ, ମରୁଦ୍, ବ୍ୟୋମ, କାଳ, ଦିଗ, ଆତ୍ମା ଓ ମନ — ୮. The ୫ ingredients of the material world, time, direction, soul and mind.
୯. ଲେପ (ହିନ୍ଦୀ - ଶବ୍ଦସାଗର) —୯. Ointment.
୧. ଗୋନ୍ଦ୍ (ହିନ୍ଦୀ - ଶବ୍ଦସାଗର) —୧୦. Gum.

ଦେଶଜ - ବିଶେଷ୍ୟ - (ଆଧୁନିକ ବିଜ୍ଞାନପରିଭାଷା)

[ସମ୍ପାଦନା]

ଯାହା ପାଣିରେ ମିଳାଇ ଯାଏ —Soluble.