ଦ୍ରବ୍ୟ ଗୁଣ
ଦେଖଣା
ଦ୍ରବ୍ୟ ଗୁଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଦ୍ରବ୍ୟ+ଗୁଣ)
[ସମ୍ପାଦନା]- ୧. ବସ୍ତୁର ରୂପ, ରସ, ଗନ୍ଧ, ସ୍ପର୍ଶ ପ୍ରଭୃତି ୨୪:ଟି ଧର୍ମ ବା ଗୁଣ — ୧. The essential qualities of matter.
- ୨. କୌଣସି ପଦାର୍ଥର ମନୁଷ୍ୟଶରୀର ଉପରେ ପ୍ରକ୍ରିୟା — ୨. The action of a certain article on the human system.
- ୩. ଭିନ୍ନ ଭିନ୍ନ ଔଷଧର ବ୍ୟବହାରର ଭିନ୍ନ ଭିନ୍ନ ଫଳ — ୩. The different results of the use of different drugs.