Jump to content

ଦ୍ରଶନ

ଉଇକିଅଭିଧାନ‌ରୁ

ଦ୍ରଶନ

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଦର୍ଶନର ଅଶୁଦ୍ଧ ଉଚ୍ଚାରଣ; ତୁଳ. ଏହି ଶ୍ରେଣୀର ବ୍ୟବହାର ବ୍ରତମାନ)

[ସମ୍ପାଦନା]
୧. ଦର୍ଶନ; ସାକ୍ଷାତ୍କାର — ୧. Seeing; visit; interview.
୨. ଦର୍ଶନଶାସ୍ତ୍ର —୨. Philosophy.

ଅସାଧନା ଦ୍ରଶନ ମୁଖର୍ କୋହି ନୋହେ ନିଅଇଁଠା ପଦ ସେ ମାଡଇ ବଡ ଭୟେ—ପ୍ରାଚୀ. ବ୍ରହ୍ମନିରୂପଣଗୀତା