Jump to content

ଦ୍ରଷ୍ଟା

ଉଇକିଅଭିଧାନ‌ରୁ

ଦ୍ରଷ୍ଟା

ଉଚ୍ଚାରଣ

[ସମ୍ପାଦନା]
(ଦ୍ରଷ୍ଟୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଦୃଶ ଧାତୁ+ତୃ; ଦ୍ରଷ୍ଟୁ ଶବ୍ଦ; ୧ମା. ୧ବ)

[ସମ୍ପାଦନା]
୧. ଦର୍ଶନକାରୀ —୧. Looking at; seeing.
୨. ଯେ ଦେଖିଅଛି —୨. One who has seen.

=== ସଂସ୍କୃତ - ବିଶେଷ୍ୟ - ପୁଂ.

୧. ଦର୍ଶକ; ଯେ ଦେଖେ — ୧. Spector; observer.
୨. ଦିବ୍ୟ ଚକ୍ଷୁଦ୍ୱାରା ଯେ ଦେଖେ —୨. Seer.
୩. ବିଚାରକ —୩. A Judge.
୪. ସାକ୍ଷୀ —୪. A witness.
୫. ଦେଖଣାହାରୀ —୫. Visitor.
୬. ବୈଦିକ ମନ୍ତ୍ରାଦିର ପ୍ରକାଶକ — ୬. The divulger of a vedic incantation or hymn.

[ଦ୍ରଷ୍ଟବ୍ୟ —ଯେଉଁ ବୈଦିକ ମନ୍ତ୍ର ପ୍ରଥମେ ଯେଉଁ ଋଷିଙ୍କ ମୁହଁରୁ ପ୍ରକାଶିତ ହୋଇଥିଲା ସେହି ଋଷିଙ୍କୁ ସେହି ମନ୍ତ୍ରର ଦ୍ରଷ୍ଟା ବୋଲାଯାଏ, କାରଣ ଅନାଦିକାଳରୁ ବେଦ ବ୍ରହ୍ମାଙ୍କ ମୁଖରୁ ନିର୍ଗତ ହୋଇଥିଲା; ତାକୁ ପ୍ରଥମେ ଋଷିମାନେ ଦିବ୍ୟ ଚକ୍ଷୁଦ୍ୱାରା ଦେଖି ବା ଜାଣିପାରି ସାଧାରଣଙ୍କ ଅବଗତିପାଇଁ ପ୍ରକାଶ କଲେ ]

୭. (ସାଂଖ୍ୟଦର୍ଶନ) ପୁରୁଷ — ୭. (Sāṁkhya philosophy) The Individual.
୮. (ଯୋଗଦର୍ଶନ) ଆତ୍ମା — ୮. (J̄oga philosophy) The Soul.