Jump to content

ଦ୍ରାଘିମାନ୍ତର

ଉଇକିଅଭିଧାନ‌ରୁ

ଦ୍ରାଘିମାନ୍ତର

ଉଚ୍ଚାରଣ

[ସମ୍ପାଦନା]

ସେ. ବିଶେଷ୍ୟ - (ଭୁଗୋଳପରିଭାଷା)

[ସମ୍ପାଦନା]

ପ୍ରାଥମିକ ଦ୍ରାଘିମା ରେଖାଠାରୁ କୌଣସି ସ୍ଥାନର ପୂର୍ବ ବା ପଶ୍ଚିମ ଦିଗକୁ ଦୂରତ୍ୱ —(geography) Longitude; distance of a certain place from the prime meridian (to the east or the west).