Jump to content

ଦ୍ରାଣ

ଉଇକିଅଭିଧାନ‌ରୁ

ଦ୍ରାଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ଫୁ. (ଦ୍ରା ଧାତୁ+କର୍ତ୍ତୃ. ଆନ)

[ସମ୍ପାଦନା]
୧. ସୁପ୍ତ; ନିଦ୍ରିତ (ହିନ୍ଦୀ - ଶବ୍ଦସାଗର) —୧. Asleep.
୨. ପଳାୟିତ (ହିନ୍ଦୀ - ଶବ୍ଦସାଗର) — ୨. Run away; fleeing; fugitive.
୩. ପଳାୟମାନ; ପଳାଉଥିବା — ୩. Fleeing; running away.

ସଂସ୍କୃତ - ବିଶେଷ୍ୟ - (+ଭାବ. ଅନ)

[ସମ୍ପାଦନା]
୧. ସ୍ୱପ୍ନ (ହିନ୍ଦୀ - ଶବ୍ଦସାରର) — ୧. Dream.
୨. ପଳାୟନ —୨. Running away; fleeing; flight.