Jump to content

ଦ୍ରାବଣ

ଉଇକିଅଭିଧାନ‌ରୁ

ଦ୍ରାବଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦ୍ରୁ ଧାତୁ ଣିଚ ଦ୍ରାବି ଧାତୁ+ଅନ)

[ସମ୍ପାଦନା]
୧. ତରଳାଇବା; ଦ୍ରବୀକରଣ — ୧. Act of melting a thing.
୨. ତଡ଼ିଦେବା —୨. Driving away.
୩. ପାଣିରେ ଲୁଣଆଦି ଗୋଳି ମିଳାଇ ଦେବା — ୩. Act of dissolving.