Jump to content

ଦ୍ରାବିକା

ଉଇକିଅଭିଧାନ‌ରୁ

ଦ୍ରାବିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଦ୍ରାବକ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ପାଟିର ନାଳ — ୧. Saliva.
୨. ମହଣ; ମହମ —୨. Beeswax.

ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ଦ୍ରାବକର ସ୍ତ୍ରୀଲିଙ୍ଗ — The feminine of Drābaka.