Jump to content

ଦ୍ରୁଘଣ

ଉଇକିଅଭିଧାନ‌ରୁ

ଦ୍ରୁଘଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦ୍ରୁ=ବୃକ୍ଷ+ହନ୍ ଧାତୁ=ବଧ କରିବା+ଅ)

[ସମ୍ପାଦନା]
୧. ଲୌହ ମୁଦ୍ଗର —୧. Iron mallet; iron club.
୨. କୁରାଢ଼ୀ —୨. An axe; hatchet.
୩. ବ୍ରହ୍ମା —୩. Brahmā
୪. (ଗଛ ମରିଯିବା ପରେ ଓ ଫୁଲ ଭୁମିରୁ ବାହାରେ) ଭୁଇଁ ଚମ୍ପା —୪. Kœmhferia Rotunda (a flowering plant.)