Jump to content

ଦ୍ରୁଣ

ଉଇକିଅଭିଧାନ‌ରୁ

ଦ୍ରୁଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦ୍ରୁଣ ଧାତୁ+ସଂଜ୍ଞା. ଅ)

[ସମ୍ପାଦନା]
୧. ଧେନୁ —୧. A bow.
୨. ଖଡ଼୍ଗ —୨. A sword.
୩. ବିଛା (ହିନ୍ଦୀ - ଶବ୍ଦସାଗର) —୩. Scorpion.



ଦ୍ରୁଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦ୍ରୁ ଧାତୁ+କର୍ତ୍ତୃ. ନ)

[ସମ୍ପାଦନା]

ବିଛା — Scorpion.