Jump to content

ଦ୍ରୁଣସ

ଉଇକିଅଭିଧାନ‌ରୁ

ଦ୍ରୁଣସ

ଉଚ୍ଚାରଣ

[ସମ୍ପାଦନା]
(ଦ୍ରୁଣସା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଫୁ. (ବହୁବ୍ରୀହି; ଦ୍ରୁ=ଗଛ+ନସ=ନାସିକା; ଗଛ ପରି ଲମ୍ୱ ନାକ ଯାହାର)

[ସମ୍ପାଦନା]

ଲମ୍ୱନାକା; ନାକୁଆ —Long-nosed.