Jump to content

ଦ୍ରୁଣି

ଉଇକିଅଭିଧାନ‌ରୁ

ଦ୍ରୁଣି

ଉଚ୍ଚାରଣ

[ସମ୍ପାଦନା]

(ଦ୍ରୁଣୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଦ୍ରୁଣ ଧାତୁ+ଇ)

[ସମ୍ପାଦନା]
୧. କଚ୍ଛପୀ —୧. A female tortoise.
୨. କାନ ବିଛା (ହିନ୍ଦୀ - ଶବ୍ଦସାଗର) — ୨. A small and slender species of centipedes.