Jump to content

ଦ୍ରୁତି

ଉଇକିଅଭିଧାନ‌ରୁ

ଦ୍ରୁତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦ୍ରୁ ଧାତୁ+ଭାବ. ତି)

[ସମ୍ପାଦନା]
୧. ପଳାୟନ — ୧. Fleeing away; flight.
୨. ଗତି —୨. Motion.
୩. ଦ୍ରବ (ହିନ୍ଦୀ - ଶବ୍ଦସାଗର) —୩. Fluid.