ଦ୍ରୁତ ବିଳମ୍ୱ
(ଦ୍ରୁତବିଳମ୍ୱିତ—ଅନ୍ୟରୂପ)
୪ର୍ଥ, ୭ମ, ୧ମ ଓ ୧୨ଶ ବର୍ଣ୍ଣ ଗୁରୁ ଥିବା ଦ୍ୱାଦଶାକ୍ଷରବିଶିଷ୍ଟ ସଂସ୍କୃତ ଛନ୍ଦୋବିଶେଷ —The name of a Sanskrit metre of ୧୨ syllables.
(ହିନ୍ଦୀ -ଏହି ଛନ୍ଦର ଅନ୍ୟ ନାମ ସୁନ୍ଦରୀ)