ଦ୍ରୁପଦ
ଦେଖଣା
ଦ୍ରୁପଦ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ପଞ୍ଚାଳ ଦେଶର ରାଜା; ଦ୍ରୌପତିଙ୍କ ପିତା — ୧. Father of Dr&aline;&uline;padī, a king of the Pan̄chāḻa Country.
[ଦ୍ରଷ୍ଟବ୍ୟ —ଏ ଚନ୍ଦ୍ରବଂଶୀପୃଷତ ରାଜାଙ୍କ ପୁତ୍ର ଦ୍ରୌପଦୀ ଏହାଙ୍କ କନ୍ୟା, ଧୃଷ୍ଟଦ୍ୟୁମ୍ମ ଓ ଶିଖଣ୍ଡୀ ଏହାଙ୍କ ପୁତ୍ର; ଦ୍ରୁପଦ ମହାଭାରତ ଯୁଦ୍ଧରେ ନିହତ ହୋଇଥିଲେ]
- ୨. ପାଞ୍ଚାଳ ଦେଶ —୨. A tract of country lying along the Ganges and the J̄amunā
- ୩. ଖୁଣ୍ଟର ଗୋଡ଼ା ବା ବଇଠି (ହିନ୍ଦୀ - ଶବ୍ଦସାଗର) — ୩. The base or capital of a pillar.
- ୪. ଖଡ଼ଉ; କଠାଉ (ହିନ୍ଦୀ - ଶବ୍ଦସାଗର) — ୪. Wooden sandals; clogs.
ଦ୍ରୁପଦ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧ୍ରୁବ ପଦ; ଧ୍ରୁ ବକ)
[ସମ୍ପାଦନା]ସଙ୍ଗୀତ ରୀତିବିଶେଷ —A grave devotional style of Hindu music.
[ଦ୍ରଷ୍ଟବ୍ୟ —ଗାନର ବିଭାଗ ୩ ଗୋଟି; ଯଥା—ଧ୍ରୁପଦ, ଖେୟାଲ ଓ ଟପ୍ପା ଧ୍ରୁପଦର ୪ଟି ଅଙ୍ଗ; ଯଥା—ଅସ୍ଥାୟୀ, ଅନ୍ତରା, ସଞ୍ଚାରୀ ଓ ଆଭୋଗୀ ଦେବଲୀଳା, ରାଜକୀର୍ତ୍ତି, ସଂଗ୍ରାମଆଦି ବର୍ଣ୍ଣନାରେ ଧ୍ରୁପଦ ଅବଲମ୍ୱିତ ହୁଏ ଏଥିରେ ସ୍ୱର—ବିସ୍ତୃତି ଦରକାର ହେଉଥିବାରୁ ଓ କୋମଳସ୍ୱରର ଆବଶ୍ୟକତା ନ ଥିବାରୁ ଗାୟିକା— ମାନେ ଏଥିରେ ବିଶେଷ ଦକ୍ଷତା ପ୍ରକାଶ କରି ପାରନ୍ତି ନାହିଁ ଗାୟକମାନେହିଁ ଏଥିରେ ନିପୁଣ ହୋଇ ପାରନ୍ତି ସଙ୍ଗୀତ ଦାମୋଦର ମତରେ ଧ୍ରୁପଦ ୧୬: ପ୍ରକାର]