ଦ୍ରୁପଦ ରାଜପୁତ୍ର
(ଦୁପଦାତ୍ମଜ—ଅନ୍ୟରୂପ)
ଧୃଷ୍ଟଦ୍ୟୁମ୍ନ ଓ ଶିଖଣ୍ଡୀ — Two famous warrious of of the Mahābhārata war.
[ଦ୍ରଷ୍ଟବ୍ୟ —ଏମାନେ କୁରୁକ୍ଷେତ୍ରରେ ପାଣ୍ଡବଙ୍କ ପକ୍ଷରେ ଯୁଦ୍ଧ କରିଥିଲେ]