ଦ୍ରୁମ
ଦେଖଣା
ଦ୍ରୁମ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଦ୍ରୁ ଧାତୁ+କର୍ତ୍ତୃ. ମ)
[ସମ୍ପାଦନା]- ୧. ବୃକ୍ଷ — ୧. A tree.
- ୨. ବଡ଼ଗଛ —୨. Big tree.
- ୩. କୁବେର —୩. Kubera, the Hindu's God of wealth.
- ୪. ପାରିଜାତ (ହିନ୍ଦୀ - ଶ) —୪. Name of a tree and its flower said to thrive in Heaven.
- ୫. ହରିବଂଶ ଅନୁସାରେ ରୁକ୍ମଣୀ ଗର୍ଭଜାତ ଶ୍ରୀକୃଷ୍ଣଙ୍କ ଏକ ପୁତ୍ର —୫. Name of a son of Ṡrīkṛushṇa.