Jump to content

ଦ୍ରୁମେଶ୍ୱର

ଉଇକିଅଭିଧାନ‌ରୁ

ଦ୍ରୁମେଶ୍ୱର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦ୍ରୁମ+ଈଶ୍ୱର)

[ସମ୍ପାଦନା]
୧. ଚନ୍ଦ୍ର (ହିନ୍ଦୀ - ଶ); ଓଷଧୀଷ — ୧. The moon.
୨. ତାଳଗଛ —୨. Palm tree.
୩. ପାରିଜାତ (ଦେଖ) - —୩. Pārijāta (See)
୪. ଖୁବ୍ ବଡ଼ ଗଛ —୪. A very big tree.