ଦ୍ରୁହ୍ୟୁ
ଦେଖଣା
ଦ୍ରୁହ୍ୟୁ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନାମ)
[ସମ୍ପାଦନା]- ୧. ଶର୍ମିଷ୍ଠାଙ୍କ ଗର୍ଭଜାତ ଯଯାତିଙ୍କର ଏକ ପୁତ୍ର —୧. Name of a son King J̄aj̄āti.
- ୨. ତ୍ରିପୁରା ରାଜବଂଶର ବଂଶାବଳୀ (ରାଜାମାଳା) ମତରେ ତ୍ରିପୁରା ରାଜବଂଶର ପ୍ରଥମ ପ୍ରତିଷ୍ଠାତା ଚନ୍ଦ୍ରବଂଶୀୟ ରାଜା — ୨. Name of the founder of the Raj-family of the Hill Tippera State.