ଦ୍ରେକ୍କାଣ
ଦେଖଣା
ଦ୍ରେକ୍କାଣ
ଉଚ୍ଚାରଣ
[ସମ୍ପାଦନା]ଦୃକ୍କାଣ, ଦ୍ରେକ୍କଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ - (ଜ୍ୟୋତିଷ; ତୁଳ. ଗ୍ରୀକ୍ ଦ୍ରେକାନସ୍)
[ସମ୍ପାଦନା]- ୧. ରାଶିର ୩ୟ ଅଂଶର ଅଧିପତି ଗ୍ରହ — ୧. The planetary regent of one-third of a Zodiacal sign; the Drecanus of European astrology.
- ୨. ଫଳିତ ଜ୍ୟୋତିଷର ଏକ ରାଶିର ତୃତୀୟ ଭାଗ ବା ଦଶ ଡ଼ିଗ୍ରୀ ପରିମିତ ଅଂଶ — ୨. (astrology) One third of a sign of the zodiac.
[ଦ୍ରଷ୍ଟବ୍ୟ —ରାଶିଚକ୍ର ୩୬: ଡ଼ିଗ୍ରୀ; ପ୍ରତ୍ୟେକ ରାଶି ୩ ଡୢଗ୍ରୀ ଓ ପ୍ରତ୍ୟେକ ଦ୍ରୋକ୍କାଣ ୧ ଡ଼ିଗ୍ରି ପ୍ରତ୍ୟେକ ଦ୍ରେକ୍କାଣର ଅଧିପତି ଗୋଟିଏ ଲେଖାଏଁ ଗ୍ରହ ଅଟନ୍ତି ଏକ ରାଶିର ଅଧିପତି ଗ୍ରହ ଉକ୍ତ ରାଶିର ପ୍ରଥମ ଦ୍ରେକ୍କାଣର ଅଧିପତି ଅଟନ୍ତି ଉକ୍ତ ରାଶିଠାରୁ ୫ମ ରାଶିର ଅଧିପତି ଗ୍ରହ ଦ୍ୱିତୀୟ ଦ୍ରେକ୍କାଣର ଅଧିପତି ଓ ୯ମ ରାଶିର ଅଧିପତି ତୃତୀୟ ଦ୍ରେକ୍କାଣର ଅଧିପତି ଅଟନ୍ତି ଶୁଭ ଗ୍ରହର ଦ୍ରେକ୍କାଣର ନାମ ଜଳ ଓ ଅଶୁଭ ଗ୍ରହର ଦ୍ରେକ୍କାଣର ନାମ ଦହନ ଜଳ ଦ୍ରେକ୍କାଣରେ ଯେଉଁ ବ୍ୟକ୍ତିର ଜନ୍ମ ହୋଇଥାଏ ଜଳରେ ତାହାର ମୃତ୍ୟୁ ହୁଏ; ଦହନ ଦ୍ରେକ୍କାଣରେ ଯାହାର ଜନ୍ମ, ଅଗ୍ନିରେ ତାହାର ମୃତ୍ୟ ଘଟେ ହିନ୍ଦୀ - ଶବ୍ଦସାଗର ]