Jump to content

ଦ୍ରୋଛନା

ଉଇକିଅଭିଧାନ‌ରୁ

ଦ୍ରୋଛନା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜ୍ୟୋତ୍ସ୍ନା)

[ସମ୍ପାଦନା]
୧. କିରଣ — ୧. Rays.
୨. ଚନ୍ଦ୍ର କିରଣ —୨. Moonlight.

ମକ୍ଷ ଅକ୍ଷରଟି ଦ୍ରୋଛନା ଦିଶେ କଳାପ୍ରାଏ—ପ୍ରାଚୀ ବ୍ରହ୍ମନିରୁପଣଗୀତା