Jump to content

ଦ୍ରୋଣୀ ଲବଣ

ଉଇକିଅଭିଧାନ‌ରୁ

ଦ୍ରୋଣୀ ଲବଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

କର୍ଣ୍ଣାଟଦେଶ ନିକଟରେ ମିଳିବା ଏକପ୍ରକାର ଲୁଣ —A kind of salt found in the Karnatak coast of India.

[ଦ୍ରଷ୍ଟବ୍ୟ —ଏହା ଅତି ଭେଦକ, ସ୍ନିଗ୍ଧ, ଶୂଳନାଶକ; ଅନ୍ୟ ସଂସ୍କୃତ - ନାମ ଦ୍ରୋଣେୟା, ଦ୍ରୋଣୀଜ, ବାରିଜ, ବାର୍ଦ୍ଧିଜ, ଦ୍ରୋଣୀ, ଚିତ୍ରକୁଟ ଲବଣ, ବର୍ଦ୍ଧେୟ, ବାର୍ଦ୍ଧିଭବ]