Jump to content

ଦ୍ରୋହ

ଉଇକିଅଭିଧାନ‌ରୁ

ଦ୍ରୋହ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଦ୍ରୁହ୍. ଧାତୁ+ଭାବ. ଅ)

[ସମ୍ପାଦନା]
୧. ଅନିଷ୍ଟାଚରଣ — ୧. Mischief; violence.

 : ଅପକାର —୨. Injury.

 : ପରର ଅନିଷ୍ଟ ଚିନ୍ତା —୩. Thoughts to injure another; malice.

 : ପରାଭବ —୪. Defeat.

 : ବିଶ୍ୱାସଘାତକତା —୫. Treachery; perfidy.

 : ବିଦ୍ରୋହାଚରଣ —୬. Rebellion; treason.

ପାପକାରୀ ଦ୍ରୌଣିର ଦ୍ରୋହ ଯୁଦ୍ଧ ଦେଖି ଶାପ ଦେଲେ ବ୍ୟାସ ନୋହିଣ କିଛି ସୁଖୀ କୃଷ୍ଣସିଂହ ମହାଭାରତ. ଆଦି

 : ଘୃଣା —୭. Hatred.

 : ପ୍ରତିହିଂସାବୃତ୍ତି —୮. Spirit of revenge,