Jump to content

ଦ୍ରୋହାଟ

ଉଇକିଅଭିଧାନ‌ରୁ

ଦ୍ରୋହାଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦ୍ରୋହ+ଅଟ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ବୈଡାଳବ୍ରତିକ ବ୍ୟକ୍ତି; ବିରାଡିବୈଷମ— (ହିନ୍ଦୀ - ଶବ୍ଦସାଗର) —୧. A person who bears a mask of piety.
୨. ମୃଗଲୁବ୍ଧକ (ହିନ୍ଦୀ - ଶବ୍ଦସାଗର) — ୨. A hunter.
୩. ବେଦର ଶାଖାବିଶେଷ — ୩. Name of a branch of the Bedas.