Jump to content

ଦ୍ରୋହୀ

ଉଇକିଅଭିଧାନ‌ରୁ

ଦ୍ରୋହୀ

ଉଚ୍ଚାରଣ

[ସମ୍ପାଦନା]
(ଦ୍ରୋହିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଦ୍ରୁହ୍ ଧାତୁ+କର୍ତ୍ତୃ. ଇନ୍. ୧ମା. ୧ବ)

[ସମ୍ପାଦନା]
୧. ପରର ଅନିଷ୍ଟଚିନ୍ତକ —୧. Bent upon injuring others.
୨. ଈର୍ଷାନ୍ୱିତ —୨. Malicious; malevolent; spiteful.
୩. ପରାଭବକାରୀ —୩. Defeating.
୪. ବିଦ୍ରୋହୀ —୪. Rebellious; recalcitrant.
୫. ଶତ୍ରୁ —୫. Inimical.
୬. ପାପୀ —୬. Sinful.
୭. ବିଶ୍ୱାସଘାତକ — ୭. Tracherous; perfidious.
୮. କୃତଘ୍ନ —୮. Ungrateful.

[ଦ୍ରଷ୍ଟବ୍ୟ —ଏହା ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ ହୁଏ ଯଥା— ଗୁରୁଦ୍ରୋହୀ, ପିତୃଦ୍ରୋଦୀ, ରାଜଦ୍ରୋହୀ, ଦେଶଦ୍ରୋହୀ ଇତ୍ୟାଦି ]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶତ୍ରୁ —Enemy.