ଦ୍ରୌପଦେୟ
ଦେଖଣା
ଦ୍ରୌପଦେୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ପୁଂ—(ଦ୍ରୌପଦୀ+ଅପତ୍ୟାର୍ଥେ ଏୟ)
[ସମ୍ପାଦନା]ଦ୍ରୌପଦୀଙ୍କ ଗର୍ଭରୁ ପଞ୍ଚପାଣ୍ଡବ ଔରସ ପାଞ୍ଚ ପୁତ୍ର —The ୫ sons born of dr&aline;&uline;padī to the ୫ husbands respectively.
[ଦ୍ରଷ୍ଟବ୍ୟ ୌପଦୀଙ୍କ ଗର୍ଭରୁ ଯୁଧିଷ୍ଠିରଙ୍କ ଔରସ ପ୍ରତିବନ୍ଧ୍ୟ, ଭୀମଙ୍କର ଶ୍ରୁତସୋମ, ଅର୍ଜୁନଙ୍କର ଶ୍ରୁତକର୍ମା, ନକୁଳଙ୍କର ଶତାନିକ ଓ ସହଦେବଙ୍କର ଶ୍ରୁତସେନ ନାମକ ୫ପୁତ୍ର ଯଥାକ୍ରମେ ଜନ୍ମଲାଭ କରିଥିଲେ ]