Jump to content

ଦ୍ୟାଇବା

ଉଇକିଅଭିଧାନ‌ରୁ

ଦ୍ୟାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ପଦ୍ୟ) କ୍ରି—(ସଂସ୍କୃତ - ଦା ଧାତୁର ଣିଜନ୍ତ; ଦେବା କ୍ରିୟାର ପ୍ରୟୋଜକ ରୂପ)

[ସମ୍ପାଦନା]
୧. ଦିଆଇବା —୧. To cause to give.
୨. କୌଣସି ବ୍ୟକ୍ତିକୁ ଦାନ କରିବାକୁ ପ୍ରବର୍ତ୍ତାଇବା — ୨. To induce a person to give.

ଦେବ ଦ୍ୟାଇବ ଦେପଦ ବୋଲିବ ପଡ଼ିଆ ଭୂମିରେ ଗୋଧନ କରାଇବ ଚକୁଳିଆପଣ୍ଡା ଗୀତ