Jump to content

ଦ୍ୟାବାପୃଥିବୀ

ଉଇକିଅଭିଧାନ‌ରୁ

ଦ୍ୟାବାପୃଥିବୀ

ଉଚ୍ଚାରଣ

[ସମ୍ପାଦନା]

(ଦ୍ୟାବାଭୂମି—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଦ୍ୟୁ=ଆକାଶ+ପୃଥିବୀ)

[ସମ୍ପାଦନା]
୧. ପୃଥିବୀ ଓ ଆକାଶର ମଧ୍ୟବର୍ତ୍ତୀ ସ୍ଥାନ; ଶୂନ୍ୟ; ଅନ୍ତରୀକ୍ଷ — ୧. The space between the earth and the sky.
୨. ସ୍ୱର୍ଗ ଓ ମର୍ତ୍ତ୍ୟ —୨. Heaven and earth.