ଦ୍ୟୁ
ଦେଖଣା
ଦ୍ୟୁ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦ୍ୟୁ ଧାତୁ+ଅ)
[ସମ୍ପାଦନା]- ୧. ସ୍ୱର୍ଗ — ୧. Heaven.
- ୨. ଆକାଶ —୨. Sky.
- ୩. ଅଗ୍ନି —୩. Fire.
- ୪. ସୂର୍ଯ୍ୟ —୪. The sun.
- ୫. ଦିବସ; ଦିନ —୫. Day.
- ୬. ଆଭା —୬. Glow.
- ୭. ସୂର୍ଯ୍ୟଲୋକ — ୭. The imaginary world of the Sun-god.
ଦ୍ୟୁ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦିବ୍ ଧାତୁ=କ୍ରୀଡ଼ା କରିବା+କର୍ତ୍ତୃ. କ୍ୱିପ୍)
[ସମ୍ପାଦନା]ଜୁଆରୀ —Gambler; a gamester.