Jump to content

ଦ୍ୟୁଚର

ଉଇକିଅଭିଧାନ‌ରୁ

ଦ୍ୟୁଚର

ଉଚ୍ଚାରଣ

[ସମ୍ପାଦନା]
(ଦ୍ୟୁଚରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଆକାଶଚର; ଖେଚର — Moving in the sky.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପକ୍ଷୀ —୧. Bird.
୨. ଗ୍ରହ —୨. Planet.