ଦ୍ୟୁତି
ଦେଖଣା
ଦ୍ୟୁତି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଦ୍ୟୁ ଧାତୁ+ଭାବ. ତି; ଦ୍ୟୁତ୍ ଧାତୁ=ଦୀପ୍ତିପାଇବା+ ଭାବ. ଇ)
[ସମ୍ପାଦନା]ଦୀପ୍ତି —୧. Lustre; brilliance; radiance.
- ୨. ତେଜଃ —୨. Splendour; glamour; dignity.
- ୩. ଆଲୋକ —୩. Light.
- ୪. କାନ୍ତି; ଶୋଭା; ସୌନ୍ଦର୍ଯ୍ୟ —୪. Beauty; grace.
ଶ୍ରୀଅଙ୍ଗ ସଙ୍ଗ ମତି, ବିନା ଅନାଥ ଦ୍ୟୁତି—କବିସୂର୍ଯ୍ୟ. କିଶୋରୀଚମ୍ପୁ ଭ. ଗୀତ
- ୫. କିରଣ —୫. Ray.