Jump to content

ଦ୍ୟୁତିମାନ୍

ଉଇକିଅଭିଧାନ‌ରୁ

ଦ୍ୟୁତିମାନ୍

ଉଚ୍ଚାରଣ

[ସମ୍ପାଦନା]
(ଦ୍ୟୁତିମତୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ଦ୍ୟୁତିମତ୍ ଶବ୍ଦ; ଦ୍ୟୁତି+ଅଛି ଅର୍ଥରେ ମତ୍; ୧ମା. ୧ବ)

[ସମ୍ପାଦନା]

ଦୀପ୍ତିଶୀଳ —Dazzling; brilliant; resplendent.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ସ୍ୱାୟଂଭୁବ ମନୁଙ୍କର ଏକ ପୁତ୍ର — ୧. Name of a son of Swāyambhuba Manu.
୨. ମହାଭାରତୋକ୍ତ ଶାଲ୍ୱଦେଶର ରାଜା —୨. Name of a king of Ṡālwa country.
୩. ବିଷ୍ଣୁପୁରାଣୋକ୍ତ ପ୍ରିୟବ୍ରତରାଜାଙ୍କ ପୁତ୍ର —୩. A son of King Priyabrata.