Jump to content

ଦ୍ୟୁତ ବୃତ୍ତି

ଉଇକିଅଭିଧାନ‌ରୁ

ଦ୍ୟୁତ ବୃତ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଦ୍ୟୁତ+ବୃତ୍ତ)

[ସମ୍ପାଦନା]

ଜୁଆର; ଯେ ଜୁଆ ଖେଳି ପେଟ ପୋଷେ — Given to gambling as a profession.

ବିଶେଷ୍ୟ -

[ସମ୍ପାଦନା]

(ରୂପକ) ଜୁଆ ଖେଳିବା ଜୀବିକା —The profession of a gamester.