Jump to content

ଦ୍ୟୁମଣି

ଉଇକିଅଭିଧାନ‌ରୁ

ଦ୍ୟୁମଣି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(୬ଷ୍ଠୀ ତତ୍; ଦିବସ+ମଣି)

[ସମ୍ପାଦନା]
୧. ଦିନମଣି; ସୂର୍ଯ୍ୟ — ୧. The sun.
୨. ମନ୍ଦାର (ହିନ୍ଦୀ - ଶବ୍ଦସାଗର); ଅର୍କ —୨. Calotropis Gigantea.
୩. ଶୋଧିତ ତାମ୍ର—(ହିନ୍ଦୀ - ଶ) —୩. Refined copper.