Jump to content

ଦ୍ୟୁମତ୍ସେନ

ଉଇକିଅଭିଧାନ‌ରୁ

ଦ୍ୟୁମତ୍ସେନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଶାଳ୍ୱଦେଶର ରାଜା; ସାବିତ୍ରୀଙ୍କ ଶ୍ୱଶୁର; ସତ୍ୟବାନ୍ଙ୍କ ପିତା —The father of Satyabān.

[ଦ୍ରଷ୍ଟବ୍ୟ —ଏ ଦୁର୍ଭାଗ୍ୟବଶତଃ ଅନ୍ଧ ହୋଇ ରାଜ୍ୟବାସୀଙ୍କଦ୍ୱାରା ବିତାଡ଼ିତ ହୋଇ ନିଜର ପତ୍ନୀ ଓ ଶିଶୁ ସତ୍ୟବାନ୍ଙ୍କ ସହ ବନବାସୀ ହୋଇଥିଲେ ସାବିତ୍ରୀ ତଳେ ନୋଟ ଦେଖ]