Jump to content

ଦ୍ୟୋତି

ଉଇକିଅଭିଧାନ‌ରୁ

ଦ୍ୟୋତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦ୍ୟୁତ୍ ଧାତୁ+ଭାବ. ଇ)

[ସମ୍ପାଦନା]
୧. ଦୀପ୍ତି; ଜ୍ୟୋତି — ୧. Splendour.
୨. କାନ୍ତି; ସୌନ୍ଦର୍ଯ୍ୟ —୨. Beauty; grace.
୩. ପ୍ରକାଶ —୩. Exhibition; manifestation.