ଦ୍ୱନ୍ଦ
ଦେଖଣା
ଦ୍ୱନ୍ଦ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦ୍ୱି+ଦ୍ୱି, ସହାଭିବ୍ୟକ୍ତି; ନିପାତନ)
[ସମ୍ପାଦନା]- ୧. ଦ୍ୱନ୍ଦ୍ୱ (ଦେଖ) - —୧. Dwandwa (See)
କ୍ରୋଧ ଦ୍ୱନ୍ଦ ସେକ୍ଷଣି ଦେଲେ ସେ ଛଡ଼ାଇ କୃଷ୍ଣସିଂହ. ମହାଭାରତ. ବନ
- ୨. ସମୟ ଜାଣିବା ପାଇଁ ବାଡ଼ିଆ ଯିବା ଘଣ୍ଟା — ୨. A gong on which hours are struck.
[ଦ୍ରଷ୍ଟବ୍ୟ —ଆପ୍ତେ ଓ ହିନ୍ଦୀ - ଶବ୍ଦସାଗର ମତରେ ଏହା ସଂସ୍କୃତ ଶବ୍ଦ]