ଦ୍ୱନ୍ଦିବା
ଦେଖଣା
ଦ୍ୱନ୍ଦିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦ୍ୱନ୍ଦିବା
|
ଦେଶଜ - କ୍ରି. (ସଂସ୍କୃତ - ଦ୍ୱନ୍ଦ)
[ସମ୍ପାଦନା]ବିବାଦ କରିବା — To dispute.
ମହାବାତ୍ୟା ଯଥା—ଅମା—ସୌରୀ—ସ୍ୱାତି ଯୋଗ ସିନ୍ଧୁସହ ଦ୍ୱନ୍ଦ ଧାଏଁ ବିଶ୍ୱ ଧ୍ୱଂସିବାକୁ ରାଧାନାଥ. ମହାଯାତ୍ରା
ଦ୍ୱନ୍ଦିବା
|
ବିବାଦ କରିବା — To dispute.
ମହାବାତ୍ୟା ଯଥା—ଅମା—ସୌରୀ—ସ୍ୱାତି ଯୋଗ ସିନ୍ଧୁସହ ଦ୍ୱନ୍ଦ ଧାଏଁ ବିଶ୍ୱ ଧ୍ୱଂସିବାକୁ ରାଧାନାଥ. ମହାଯାତ୍ରା