ଦ୍ୱନ୍ଦ୍ୱଚର
ଦେଖଣା
ଦ୍ୱନ୍ଦ୍ୱଚର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦ୍ୱନ୍ଦ୍ୱ= ସ୍ତ୍ରୀ ପୁରୁଷ ଯୋଡ଼ା+ଚର୍ ଧାତୁ+ଅ; ଯେ ଯୋଡ଼ା ଯୋଡ଼ା ହୋଇ ବିଚରଣ କରନ୍ତି)
[ସମ୍ପାଦନା]ଚକ୍ରବାକ ମିଥୁନ; ଚକୁଆ ଚକେଈ —The Ruddy Goose (which always live and move about in couples); Anas casarea.
ବିଶେଷଣ -
[ସମ୍ପାଦନା]ଯେ ଯୋଡ଼ା ଯୋଡ଼ା ହୋଇ ବୁଲନ୍ତି — Living and moving about in couples or pairs.