Jump to content

ଦ୍ୱନ୍ଦ୍ୱଜ

ଉଇକିଅଭିଧାନ‌ରୁ

ଦ୍ୱନ୍ଦ୍ୱଜ

ଉଚ୍ଚାରଣ

[ସମ୍ପାଦନା]

(ଦ୍ୱନ୍ଦ୍ୱଜାତ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ଦ୍ୱନ୍ଦ୍ୱ+ଜନ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ସ୍ତ୍ରୀ ପୁରୁଷ ଉଭୟଙ୍କଠାରୁ ଜାତ —୧. Born of a couple
୨. ବିବାଦରୁ ଉତ୍ପନ୍ନ —୨. Produced from a quarrel; resulting from a dispute.
୩. ସ୍ତ୍ରୀ ପୁରୁଷ ଉଭୟଙ୍କ ଦୋଷରୁ ଜାତ (ବ୍ୟାଧି) —୩. (disease) Resulting from the faults of both the husband and the wife.
୪. ବାତ, ପିତ୍ତ ଓ କଫ ମଧ୍ୟରୁ ଧାତୁର ପ୍ରକୋପରୁ ଉତ୍ପନ୍ନ (ବ୍ୟାଧି) —୪. (disease) Due to the morbidity or derangement of two of the bodily humours.