ଦ୍ୱନ୍ଦ୍ୱଯୁଦ୍ଧ
ଦୁଇଜଣଙ୍କ ମଧ୍ୟରେ ଯୁଦ୍ଧ — Duel; single combat.
ଏରୂପେ ଶତ ସଂଖ୍ୟ ମହାରଥିଗଣ ଦ୍ୱନ୍ଦ୍ୱଯୁଦ୍ଧ ଆରାମ୍ଭ କଲେ ନରରାଣ କୃଷ୍ଣସିଂହ. ମହାଭାରତ. ଭୀଷ୍ମ