ଦ୍ୱନ୍ଦ୍ୱୀ
ଦେଖଣା
ଦ୍ୱନ୍ଦ୍ୱୀ
ଉଚ୍ଚାରଣ
[ସମ୍ପାଦନା](ଦ୍ୱନ୍ଦ୍ୱିନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ଦ୍ୱନ୍ଦ୍ୱ+ଇନ୍; ୧ମା. ୧ବ)
[ସମ୍ପାଦନା]- ୧. ପରସ୍ପର ବିରୁଦ୍ଧ — ୧. Opposed to one another; contradictory.
- ୨. କଳିହୁଡ଼ା —୨. Quarrelsome; contentions.
- ୩. ବିବାଦୀ —୩. Disputant.
ଦ୍ୱନ୍ଦ୍ୱୀ ଅଟଇ ମୋର ତରୁ ଯୁଗଳ—ରାଧାନାଥ. ମେଘଦୂତ
- ୪. ମାମଲାବାଜ୍ —୪. Litigious.