- ରୋ.ଟ୍ରା. — Dwārakā nātha
- ଆଇ.ପି.ଏ. — dˈɔ hˈʌlˈʌntɔ lˈetəbˈiːʃˈatoˈekˈo ɾˈɔ kˈɔ ˈakaɾ nˈatʰɔ
ଦ୍ୱାରକାପତି, ଦବାରକେଶ, ଦ୍ୱାରପ'
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଦ୍ୱାରକା+ନାଥ)
[ସମ୍ପାଦନା]
ଶ୍ରୀକୃଷ୍ଣ — Ṡrīkṛushṇa
[ଦ୍ରଷ୍ଟବ୍ୟ —ଦ୍ୱାରକାନାଥ ନାମକ ବିଷ୍ଣୁବିଗ୍ରହଙ୍କ ମନ୍ଦିର ଗୋମତୀ ନଦୀକୂଳରେ ଅବସ୍ଥିତ— ମଦନମୋହନ. ତୀର୍ଥଦର୍ଶନ]
ଲୋକଙ୍କ ନାମ — A name given to males.