Jump to content

ଦ୍ୱାଃସ୍ଥ

ଉଇକିଅଭିଧାନ‌ରୁ

ଦ୍ୱାଃସ୍ଥ

ଉଚ୍ଚାରଣ

[ସମ୍ପାଦନା]

(ଦ୍ୱାଃସ୍ଥିତ—ଅନ୍ୟରୂପ)

(ଦ୍ୱାଃସ୍ଥା; ଦ୍ୱାଃସ୍ଥିତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଦ୍ୱାଃ=ଦ୍ୱାର+ସ୍ଥା ଧାତୁ+ଅ)

[ସମ୍ପାଦନା]

ଦ୍ୱାରସ୍ଥ — Situated at the door; posted at the door.

ବିଶେଷ୍ୟ -

[ସମ୍ପାଦନା]

ଦ୍ୱାରପାଳ; ଦ୍ୱାରୀ — Porter; door-keeper; gate-keeper.